ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାରାଦୀପ ବନ୍ଦରରୁ ପଣ୍ୟ ଖଲାସ କରୁଥିବା ସମୟରେ ଜାହାଜରୁ ଖସିପଡିଲେ ୨ କ୍ରିୟୁ ସଦସ୍ୟ । ଦୁଇ କ୍ରିୟୁ ସଦସ୍ୟଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିଲା ବେଳେ ଆଉ ଜଣେ ନିଖୋଜ ଥିବା ଜଣା ଯାଇଛି । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ଜଣା ଯାଇଛି ।