Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > କଂଗ୍ରେସର ଚିଠି ରାଜନୀତି ଆରମ୍ଭ: ଭକ୍ତଙ୍କ ବିଭୀଷଣ ମନ୍ତବ୍ୟ ପରେ ଶୃଙ୍ଖଳା କମିଟିକୁ ଚିଠି ଲେଖିଲେ ମୋକିମ

କଂଗ୍ରେସର ଚିଠି ରାଜନୀତି ଆରମ୍ଭ: ଭକ୍ତଙ୍କ ବିଭୀଷଣ ମନ୍ତବ୍ୟ ପରେ ଶୃଙ୍ଖଳା କମିଟିକୁ ଚିଠି ଲେଖିଲେ ମୋକିମ

ଓଡ଼ିଶା ଲିଡ୍ସ(ବ୍ୟୁରୋ): କିଛି ଦିନର ନୀରବତା ପରେ ରାଜ୍ୟ କଂଗ୍ରେସର ପୁରୁଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କଂଗ୍ରେସ ନେତା ପିସିସି ସଭାପତିଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ନେତାଙ୍କୁ ଚିଠି ଲେଖିବାର ଧାରାକୁ ପୁଣି ଆରମ୍ଭ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ନୂଆପଡା ଉପନିର୍ବାଚନ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦଳରେ ବିଭୀଷଣ କଥା କହିଥିଲେ । ଏହି କଥାକୁ ବିଶୃଙ୍ଖଳାର ଆକ୍ଷା ଦେଇ ମୋକିମ କେନ୍ଦ୍ରୀୟ ଶୃଙ୍ଖଳା କମିଟିକୁ ଚିଠି ଲେଖିଥିବା ଜଣା ପଡ଼ିଛି । ନୂଆପଡ଼ାରେ ବିଜେଡିକୁ ପଛରେ ପକାଇ କଂଗ୍ରେସ ଦ୍ଵିତୀୟ ସ୍ଥାନ ଦଖଲ କରିଥିଲା ବେଳେ ପିସିସି ସଭାପତି ହେବା ପରେ ରାଜ୍ୟରେ କଂଗ୍ରେସ ସରକାରଙ୍କୁ ବିଭିନ୍ନ ସମୟରେ ଘେରି ଲୋକପ୍ରିୟତା ବଢ଼ାଉଛି । ଏଭଳି ସମୟରେ ମୋକିମ ଚିଠି ଲେଖି ଭକ୍ତଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରିଛନ୍ତି । ଏହାକୁ ଦଳର ଶୀର୍ଷ ନେତା କିଭଳି ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ସୂଚନାଯୋଗ୍ୟ ମହମ୍ମଦ ମୋକିମ ପିସିସି ସଭାପତି ପଦ ପାଇଁ ଅନ୍ୟତମ ଦାବିଦାର ଥିଲେ ।

Leave a comment

Your email address will not be published. Required fields are marked *