ଓଡ଼ିଶା ଲିଡ୍ସ(ବ୍ୟୁରୋ): ବ୍ରହ୍ମପୁରର ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଜି ବୈଦ୍ୟନାଥପୁର ପୋଲିସ କୋର୍ଟରେ ୩୦ ହଜାରରୁ ଅଧିକ ପୃଷ୍ଟାର ଚାର୍ଜସିଟ ଦାଖଲ କରିଛି । ଗତ ବର୍ଷ ଅକ୍ଟୋବର ମାସ ୬ ତାରିଖ ଦିନ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।