Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ଗୋ ମାଫିଆ ଘରେ କେଉଁଝର ଓ ଯାଜପୁର ପୋଲିସ ପକ୍ଷରୁ ମିଳିତ ଚଢାଉ

ଗୋ ମାଫିଆ ଘରେ କେଉଁଝର ଓ ଯାଜପୁର ପୋଲିସ ପକ୍ଷରୁ ମିଳିତ ଚଢାଉ

ଓଡ଼ିଶା ଲିଡ୍ସ(ଯାଜପୁର):ଆଜି ସମଗ୍ର ରାଜ୍ୟରେ ବିଭିନ୍ନ ଗୋ ମାଫିଆଙ୍କ ଘରେ ଚଢ଼ାଉ ଜାରି ରହିଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତ ପାଣ୍ଡିଆ ଗୋପୀନାଥପୁର ଗ୍ରାମର ଶେଖ୍ ସରିଫଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି । ଆଜି ଭୋର ୪ ଟା ସମୟରେ କେନ୍ଦୁଝର ସଦର ଥାନା ଅଧିକାରୀ ଅମିତ କୁମାର ଭୂଇଁଆ, ଏସଆଇ ସମ୍ପଦ କୁମାର ମହାନ୍ତି, ଏ ଏସ ଆଇ ଦିଲ୍ଲୀପ କୁମାର ମୁର୍ମୁ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ଯାଜପୁର ସଦର ଥାନା ଅଧିକାରିଣୀ ଚିନ୍ମୟୀ ବେହେରା, ଏଏସଆଇ ରଞ୍ଜିତା ମହାରଣା, ଏଏସଆଇ ସୁଶାନ୍ତ କୁମାର ଦାଶ, ଏଏସଆଇ ସୁମନ୍ତ କୁମାର ସାମନ୍ତରାୟଙ୍କ ସହ ମିଳିତ ଭାବେ ଗୋ ମାଫିଆ ଶେଖ୍ ସରିଫଙ୍କ ୨ ଟି ରହିବା ଘର ଓ ଗୋଟିଏ ଗୋଦାମ ଘର ଉପରେ ଚଢ଼ାଉ କରାଯାଇଛି ।

ଚଢ଼ାଉ ସମୟରେ ଘରେ କୌଣସି ପୁରୁଷ ସଦସ୍ୟ ନଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୧୪ ଘଣ୍ଟା ଧରି ପୋଲିସ ପକ୍ଷରୁ ଚଢାଉ କରାଯାଇ ଥିଲା । ଚଢ଼ାଉ ସମୟରେ ଗୋ ମାଫିଆଙ୍କ ଘରୁ ନଗଦ ୧,୬୫,୦୦୦ ଟଙ୍କା ସହ ୩୫ ଗ୍ରାମ ସୁନା ଗହଣା, ୫୨୦ ଗ୍ରାମ ରୂପା ଗହଣା,୧୩ ଗୋଟି ମୋବାଇଲ ଫୋନ୍,୧୭ ଗୋଟି ମୂଲ୍ୟବାନ ଜମି ପଟ୍ଟା, ଗୋଟିଏ ଚାରି ଚକିଆ ଥାର ଗାଡି, ଗୋଟିଏ କ୍ରେଟା କାର୍, ଗୋଟିଏ ମାରୁତି ଡିଜେଆର୍, ଦୁଇଟି ବୁଲେଟ୍, ଗୋଟିଏ ସ୍କୁଟି ସହ ୧୦ କିଲୋରୁ ଉର୍ଦ୍ଧ ଗୋମାଂସ, ବିଭିନ୍ନ ବ୍ୟାଙ୍କ ପାସ ବୁକ୍ ଜବତ ହୋଇଥିବା ଜଣାପଡିଛି । ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

Leave a comment

Your email address will not be published. Required fields are marked *