ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ରାମଚନ୍ଦ୍ରପୁର କଲେଜ ଛକ ଠାରେ ସରସ୍ୱତୀ ପୂଜା ମହା ଆଡମ୍ବରରେ ପାଳିତ ହେଉଛି । ରାମଚନ୍ଦ୍ରପୁର ୟୁଥ ଆସୋସିଏସନ ପକ୍ଷରୁ ପ୍ରଥମ ଥର ଏହି ପୂଜା ଆୟୋଜିତ ହେଉଛି । ସ୍ଥାନୀୟ ଯୁବକ ମାନଙ୍କ ଉଦ୍ୟମରେ ଏହି ପୂଜା ଆୟୋଜିତ ହେଉଥିଲା ବେଳେ ଆଜି ରୀତି ନୀତି ଅନୁଯାୟୀ ପୂଜା ଆୟୋଜିତ ହୋଇଛି । ସନ୍ଧ୍ୟାରେ ବହୁ ଶ୍ରଦ୍ଧାଳୁ ମଣ୍ଡପକୁ ଆସି ମାଙ୍କ ଦର୍ଶନ କରିବା ସହିତ ଆଶିଷ କାମନା କରିଥିଲେ ।




















