ଓଡ଼ିଶା ଲିଡ୍ସ(ବ୍ୟୁରୋ): ୭ ଜଣଙ୍କୁ ନେଇ ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ରାଞ୍ଚି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡ଼ାଣ ଭରିବାର କିଛି ସମୟ ପରେ ରାଞ୍ଚି ନିକଟରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ମୃତାହାତଙ୍କ ଖବର ମିଳିନାହିଁ ।