
ଖଣି ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଲେ ବିଜେପି ସମର୍ଥକ, ଶ୍ରମିକ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା
ଓଡ଼ିଶା ଲିଡ୍ସ(ଯାଜପୁର): କିଛିଦିନର ନୀରବତା ପରେ ପୁଣି ସୁକିନ୍ଦା ଅଞ୍ଚଳରେ ବିଜେପି ସମର୍ଥକ ଆତଙ୍କ ଖେଳାଇଛନ୍ତି । ଏଥର ଖଣି ଅଞ୍ଚଳରେ ଆତଙ୍କ ଖେଳାଇ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଆଜି ମଧ୍ୟାହ୍ନରେ ସୁକିନ୍ଦା ଅଞ୍ଚଳ ଖଣି ମଜଦୁର ସଂଘରେ ପଶି ବ୍ୟାପକ ଭଙ୍ଗାରୁଜା କରି ଆତଙ୍କ ଖେଳାଇ ଦେଇଛନ୍ତି । ଗୁଣ୍ଡା ମାନେ କାର୍ଯ୍ୟାଳୟ ମୁଖ୍ୟ ଦ୍ୱାର ଭାଙ୍ଗିବା ସହିତ କବାଟ ଝରକା ମଧ୍ୟ ବାଡେଇ ଭାଙ୍ଗିଛନ୍ତି । ଏହା ସହିତ କାର୍ଯ୍ୟାଳୟ ଭିତରେ ଥିବା […]



























