
ଅଧିନାୟକ ଭାବେ ଶୁଭମନ ଗିଲଙ୍କ ଶତକ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ଶତକ ହାସଲ କରିଛନ୍ତି । ପ୍ରଥମେ ଯଶସ୍ୱୀ ଜୟସ୍ୱାଲ ଶତକ ହାସଲ କରିଥିଲେ । ଏହା ପରେ ଅଧିନାୟକ ଗିଲ ଚମତ୍କାର ଢ଼ଙ୍ଗରେ ବ୍ୟାଟିଂ କରି ଶତକ ହାସଲ କରିବା ସହିତ ଭାରତର ସ୍ଥିତିକୁ ମଜବୁତ କରିଛନ୍ତି । ଏକ ଦିବସୀୟରେ ବିଶ୍ୱର ଏହି ୧ ନମ୍ବର ବ୍ୟାଟ୍ସମ୍ୟାନ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ନେଲେ କିଭଳି ବ୍ୟାଟିଂ କରିବେ ସେ […]


























