
ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇରାନ୍ ଉପରେ ଇସ୍ରାଏଲ୍ର ବଡ଼ ଧରଣର ଆକ୍ରମଣ କରିଛି । ଇରାନର ରାଜଧାନୀ ତେହେରାନ ନିକଟବର୍ତ୍ତୀ ଅଞ୍ଚଳରେ ଏହି ସାମରିକ ଆକ୍ରମଣ କରିଛି ଇସ୍ରାଏଲ୍ । ଏହି ଆକ୍ରମଣ ଇରାନର ପରମାଣୁ କେନ୍ଦ୍ର ଏବଂ ଏହାର ପ୍ରମୁଖ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରି କରାଯାଇଛି । ଏହି ଆକ୍ରମଣ ପରେ ଇସ୍ରାଏଲରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି । ଇରାନ୍ର ରାଷ୍ଟ୍ରୀୟ ଗଣମାଧ୍ୟମ ଅନୁଯାୟୀ, ତେହେରାନ୍ର ଉତ୍ତର-ପୂର୍ବାଞ୍ଚଳରେ ଭୀଷଣ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଇସ୍ରାଏଲ୍ […]



























