orissaleads

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Blog Post

orissaleads > Articles by: orissaleads@admin

ଜୁନ ୬ ତାରିଖକୁ କଳା ଦିବସ ଭାବେ ପାଳିବ ସୁକିନ୍ଦା ବିଜେଡି

ଓଡ଼ିଶା ଲିଡ୍ସ(ଯାଜପୁର): ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ଉଠିଥିବା ସୁକିନ୍ଦାରେ ଚୋରୀ, ଡକାୟତି, ଲୁଟ, ଆକ୍ରମଣ ଏବେ ସୀମା ଟପିଛି । ସୁକିନ୍ଦାରେ ଧନଜୀବନ ଏବେ ଅସୁରକ୍ଷିତ, ରାଜନୈତିକ ପ୍ରତିହିଂସାରେ ରକ୍ତମୁଖା ହୋଇଛନ୍ତି ବିଜେପି କର୍ମୀ ମାନେ । ଶ୍ରମିକ, ସାମ୍ବାଦିକ, ମହିଳା, ସାଧାରଣ ଲୋକଙ୍କ ସହିତ ବିଜେଡିର କର୍ମକର୍ତ୍ତାଙ୍କୁ ପ୍ରତିଦିନ ଆକ୍ରମଣ କରାଯାଉଛି। ଆତଙ୍କରାଜକୁ ନେଇ ସୁକିନ୍ଦାବାସୀଙ୍କ ଧର୍ଯ୍ୟ ଚ୍ୟୁତି ଘଟିଲାଣି । ଗତ ୨୨ ତାରିଖ ଦିନ ଏହାର ପ୍ରତିବାଦରେ ଖଣି ଅଞ୍ଚଳକୁ ବନ୍ଦ […]

Read More

ଶୁବମନ ଗିଲ ହେଲେ ଟେଷ୍ଟ ଅଧିନାୟକ, ଋଷଭଙ୍କ ଚୟନ ଓ ଉପ-ଅଧିନାୟକ ନିଯୁକ୍ତି ନେଇ ପ୍ରତିକ୍ରିୟା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଗାମି ଇଂଲଣ୍ଡ ଗସ୍ତ ପାଇଁ ପ୍ରତିଭାବାନ ଯୁବ କ୍ରିକେଟର ଶୁବମନ ଗିଲଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଛି ବିସିସିଆଇ । ୨୦୨୦ ମସିହାରେ ଟେଷ୍ଟ ଡେବ୍ୟୁ କରିଥିବା ଗିଲ ୩୨ ଟି ଟେଷ୍ଟ ଖେଳି ୧୮୯୩ ରନ ସଂଗ୍ରହ କରିଛନ୍ତି । ସେଥି ମଧ୍ୟରେ ୫ଟି ଶତକ ସାମିଲ ଅଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା ବେଳେ ଋଷଭ ପାନ୍ତଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ହେଲେ […]

Read More

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ,ଆଟେଣ୍ଡାଣ୍ଟ ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ

ଓଡ଼ିଶା ଲିଡ୍ସ(ଯାଜପୁର): କଟକରୁ ରୋଗୀ ଛାଡି ଫେରୁଥିଲା ବେଳେ ଗତ କାଲି ବିଳମ୍ବିତ ରାତିରେ ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ଦଶରଥପୁର ବ୍ଲକର ୧୦୮ ଆମ୍ବୁଲାନସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଆଟେଣ୍ଡାଣ୍ଟ ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ଘର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ବଉଳାଙ୍ଗ ମଧୁପୁର ଅଞ୍ଚଳରେ ।ଗତକାଲି ତାଙ୍କ ମୃତଦେହକୁ ଧର୍ମଶାଳା ଚିକିତ୍ସାଳୟରେ ରଖା ଯାଇଥିଲା ବେଳେ ଆହତ ଡ୍ରାଇଭର କୈଳାସ ପଣ୍ଡା […]

Read More

ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତ ସମୟରେ ଚାକିରୀ ପାଇଁ ବେକାରୀ ଯୁବକ ସଂଘର ଦାବି, ୪୮ଜଣକୁ ଅଟକ ରଖିଲା ପୋଲିସ

ଓଡ଼ିଶା ଲିଡ୍ସ(ଯାଜପୁର): କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ବିଭିନ୍ନ ଘରୋଇ କାରଖାନାର ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇ ଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ନଗର ଗସ୍ତରେ ଆସି ଉଦଘାଟନ ସହିତ ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭିନ୍ନ ଦାବି ନେଇ ସ୍ଥାନୀୟ ବ୍ୟାସ ବେକାରୀ ଯୁବ ସଂଗଠନ ଓ ଯୁବ କଂଗ୍ରେସ ପକ୍ଷରୁ ମିଲିଟାରୀ ଛକ ଠାରେ ଶତାଧିକ ଯୁବକ […]

Read More

ହିଂସା ଓ ଆତଙ୍କର ବାରୁଦ ଗଦାରେ ପରିଣତ ହୋଇଛି ସୁନାର ସୁକିନ୍ଦା, ଆଜିର ବନ୍ଦକୁ ଅଭୂତପୂର୍ବ ସମର୍ଥନ ଦେଇ ହିଂସାକୁ ବିରୋଧର ବାର୍ତ୍ତା ଦେଇଛନ୍ତି ସୁକିନ୍ଦାବାସୀ-ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସୁକିନ୍ଦାକୁ କୁହାଯାଏ ସୁନାର ସୁକିନ୍ଦା । ରତ୍ନଗର୍ଭା ସୁକିନ୍ଦା କେଵଳ ରାଜ୍ୟ ନୁହେଁ ଦେଶର ଅନ୍ୟତମ ଅର୍ଥନୈତିକ କେନ୍ଦ୍ରସ୍ଥଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସୁକିନ୍ଦାକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିଛନ୍ତି । ବିଜୁ ବାବୁଙ୍କ ସ୍ୱପ୍ନ ଆଜି ସାର୍ଥକ କରିବାରେ ସୁକିନ୍ଦାବାସୀଙ୍କ ଅବଦାନର ପଟାନ୍ତର ନାହିଁ । ସୁନାର ସୁକିନ୍ଦା, ଶାନ୍ତି ଓ ଭାଇଚାରାର ସୁକିନ୍ଦା ଆଜି ହିଂସା ଓ ଆତଙ୍କର […]

Read More

ଗୁଣ୍ଡାରାଜ, ଆତଙ୍କରାଜ ବିରୁଦ୍ଧରେ ସୁକିନ୍ଦା ଖଣି ଅଞ୍ଚଳରେ ବନ୍ଦକୁ ଅଭୂତପୂର୍ବ ଜନ ସମର୍ଥନ, ଦୋକାନ ବଜାର ବନ୍ଦ, ରାସ୍ତା ଘାଟ ଶୁନସାନ

ଓଡ଼ିଶା ଲିଡ୍ସ(ଯାଜପୁର): ଗତ ସାଧାରଣ ନିର୍ବାଚନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟୀ ହୋଇଥିଲା । ନିର୍ବାଚନ ପରଠାରୁ ସୁକିନ୍ଦା ସମ୍ପୂର୍ଣ୍ଣ ଅଶାନ୍ତ ହୋଇ ଉଠିଛି । ବିଧାୟକ ତଥା ଜିଲ୍ଲାର ଏକ ମାତ୍ର ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଛତ୍ର ଛାୟା ତଳେ ରହି ତାଙ୍କ ବାହୁବଳୀ କର୍ମୀ ଓ ସମର୍ଥକ ସୁକିନ୍ଦାରେ ଆତଙ୍କ ରାଜ ଓ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ହେଉଛି । ସାଧାରଣ ଲୋକଙ୍କ ଠାରୁ ନେଇ ଶ୍ରମିକ, ମହିଳା ଦୈନିକ ବିଜେପି ଗୁଣ୍ଡାଙ୍କ […]

Read More

ଭାରତ ଦ୍ୱାରା ଧ୍ୱଂସ ଚୀନ୍ କ୍ଷେପଣାସ୍ତ୍ର ଭଗ୍ନାବଶେଷ ଉପରେ ଆମେରିକା, ଫ୍ରାନ୍ସ ଏବଂ ଜାପାନର ନଜର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଭାରତ ସହିତ ଯୁଦ୍ଧ କରିଥିଲା । ଯୁଦ୍ଧରେ ପାକିସ୍ତାନର ଶୋଚନୀୟ ଅବସ୍ଥାକୁ ସାରା ବିଶ୍ୱ ଦେଖିଲା । ଯୁଦ୍ଧରେ ଚୀନ୍ ଏବଂ ତୁର୍କୀଠାରୁ ପାଇଥିବା ଶକ୍ତିର ବ୍ୟବହାର କରିଥିଲା ପାକିସ୍ତାନ। ପାକିସ୍ତାନ ତୁର୍କୀର ଡ୍ରୋନ୍ ଏବଂ ଚୀନ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା । ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା। ପାକିସ୍ତାନ ଦ୍ୱାରା ଆକାଶମାର୍ଗରୁ ନିକ୍ଷେପ କରାଯାଇଥିବା ଚୀନ୍ କ୍ଷେପଣାସ୍ତ୍ର ପିଏଲ-୧୫ଇକୁ ମଧ୍ୟ […]

Read More

+2 ଛାତ୍ରଛାତ୍ରୀଙ୍କୁ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଶୁଭେଚ୍ଛା

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଆଜି +2 କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ସଫଳ ହୋଇଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୁଭେଚ୍ଛା ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ରାଜ୍ୟର ଭବିଷ୍ୟତ ମାନେ ସଫଳ ହୋଇଥିବାରୁ ସେମାନଙ୍କୁ ଶୁଭେଚ୍ଛା । ଆଗକୁ ସେମାନେ ବିଭିନ୍ନ ବିଭାଗରେ ଅଧ୍ୟୟନ କରି […]

Read More

ଆହତ ରୋହିତଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ( ଯାଜପୁର): ଗତକାଲି ସୁକିନ୍ଦାରେ ସାମ୍ବାଦିକ ରୋହିତ ଖୁଣ୍ଟିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇ ତାଙ୍କୁ ଅପହରଣ କରାଯାଇଥିଲା । ଏହାର ଦୀର୍ଘ ସମୟ ପରେ ତାଙ୍କୁ ଲହୁ ଲୁହାଣ କରି ରାସ୍ତା ଉପରେ ପକାଇ ଦିଆଯାଇଥିଲା । ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆଜି କଟକ ସ୍ଥାନାନ୍ତର କରାଯାଇଛି । କଟକରେ ପହଞ୍ଚି ରୋହିତଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ଡାକ୍ତର ମାନଙ୍କ ସହିତ ତାଙ୍କ ଚିକିତ୍ସା ବିଷୟରେ […]

Read More

ସୁକିନ୍ଦାରେ ଯୁବ ବିଜେଡି କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଅପହରଣ, ୬ ଘଣ୍ଟା ପରେ ଥାନା ସମ୍ମୁଖରେ ଫୋପାଡ଼ି ଦେଲେ

ଓଡ଼ିଶା ଲିଡ୍ସ(ଯାଜପୁର): ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ପଡିଛି ସୁକିନ୍ଦା । ବିଗତ ଦିନରେ ବିଜେପି କର୍ମୀ ବିଭିନ୍ନ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ସୁକିନ୍ଦାରେ ଆଜି ବିଜେପି କର୍ମୀଙ୍କ ଗୁଣ୍ଡାରାଜ ସୀମା ଟପିଛି । ଆଜି ବିଜେଡିର ଜଣେ ଯୁବ କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଅପହରଣ କରାଯାଇଛି । ଅପହରଣର ପ୍ରାୟ ୬ ଘଣ୍ଟା ପରେ ଜନ ସାଧାରଣଙ୍କ ତୀବ୍ର ପ୍ରତିକ୍ରିୟା ଓ ବିଜେଡି ଥାନା ଘେରିବା ଆୟୋଜନକୁ […]

Read More