ଓଡ଼ିଶା ଲିଡ୍ସ(ବରୀ): ପଵିତ୍ର ଗଣେଶ ପୂଜା ଅବସରରେ ଜିଲ୍ଲାର ଦ୍ଵିତୀୟ ପୁରାତନ ମହାବିଦ୍ୟାଳୟ ଜି. ସି.କଲେଜ ପରିସରରେ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜା ପାଳିତ ହୋଇ ଯାଇଛି । କଲେଜ କାର୍ଯ୍ୟାଳୟ ସହିତ ବିଭିନ୍ନ ବିଭାଗ ପକ୍ଷରୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା । କଲେଜର ବହୁ କର୍ମଚାରୀ ପୂଜାରେ ଯୋଗଦାନ କରିଥିଲେ ।




















