Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ପୁଣି ବନ୍ୟା ଆଶଙ୍କାରେ ବିପନ୍ନ

ପୁଣି ବନ୍ୟା ଆଶଙ୍କାରେ ବିପନ୍ନ

ବନ୍ୟା ପାଣିର ପ୍ରଖର ସ୍ରୋତରୁ ଅଳ୍ପକେ ବର୍ତ୍ତିଗଲା ୨୨ଗୋରୁ ଗାଈଙ୍କ ଜୀବନ

ଓଡ଼ିଶା ଲିଡ୍ସ(ଦଶରଥପୁର): ବନ୍ୟା ପାଣି ସହିତ ବର୍ଷା, ଏଭଳି ସ୍ଥିତିରେ ଆଉଟୁ ପାଉଟୁ ହେଉଥିବା ଦଶରଥପୁରବାସୀଙ୍କର ପୁଣି ଚିନ୍ତା ବଢିଛି ବନ୍ୟାକୁ ନେଇ ।ବୈତରଣୀ ଓ ତାର ଶାଖା କାଣୀ ନଦୀରେ ଚଳିତ ବର୍ଷ ୫ଥର ବନ୍ୟା ଆସିବା ସହିତ ଘାଇ ଦେଇ ବନ୍ୟା ପାଣି ମାଡିବାରୁ ଦୀର୍ଘ ୨୫ ଦିନରୁ ଉର୍ଦ୍ଧ୍ଵ ହେବ ବ୍ଲକର ଲକ୍ଷାଧିକ ଲୋକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ସମୟରେ ପୁଣି ୬ଷ୍ଠ ଥର ପାଇଁ ବୈତରଣୀ ଓ ଶାଖା କାଣୀ ନଦୀରେ ବନ୍ୟା ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଗତ ୨ଦିନ ହେବ ବର୍ଷା ଲାଗି ରହିଥିବାରୁ ବୈତରଣୀ ଓ ଶାଖା କାଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ନଜର ରଖାଯିବା ସହ ବନ୍ୟା ସ୍ଥିତିରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ଆଲର୍ଟ ରହିଥିବା ଦଶରଥପୁର ବ୍ଲକର ବନ୍ୟା ମୁକାବିଲା ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଓ ବିଡ଼ିଓ ଆକାଶ ପଟ୍ଟନାୟକ କହିଛନ୍ତି ।

ଆଜି ଦିନ ୩ଘଟିକା ସମୟରେ ବୈତରଣୀ ନଦୀ ପାର୍ଶ୍ଵ ଜୟନ୍ତରା ସେବାଶ୍ରମ ବିଦ୍ୟାଳୟ ନିକଟ ବୈତରଣୀ ନଦୀ ପଠାରେ ଘାସ ଚରୁଥିବା ପାଖାପାଖି ୨୨ରୁ ଅଧିକ ଗାଈଗୋରୁଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ଅଚାନକ ନଦୀର ବନ୍ୟା ଜଳ ସ୍ତର ବୃଦ୍ଧି ପାଇବା ସହ ପ୍ରଖର ସ୍ରୋତ ଯୋଗୁ ନଦୀ ପଠାରେ ଚରୁଥିବା ଗୋରୁ ଗାଈ ନଦୀ ବନ୍ଧକୁ ଆସି ନପାରି ଫସି ରହିଥିଲେ । ଏହି ଖବର କଛି ଗୋ ପାଳକଙ୍କ ଠାରୁ ପାଇ ଦଶରଥପୁର ଅଗ୍ନିଶମ ଅଧିକାରୀ ଦୈତାରୀ ଜେନାଙ୍କ ନେତୃତ୍ୱରେ ଦଶରଥପୁର ଏବଂ ଦଶରଥପୁର ବ୍ଲକ ଅଞ୍ଚଳର ବନ୍ୟାରେ ଲୋକଙ୍କ ସାହଯ୍ୟ ନିମନ୍ତେ ଆସିଥିବା ଅନୁଗୁଳ ଅଗ୍ନିଶମ ବାହିନୀର କର୍ମଚାରୀମାନେ କିଛି ଗୋ ପାଳକଙ୍କୁ ସାଙ୍ଗରେ ନେଇ ପାଣି ଘେରରେ ଫସି ରହିଥିବା ଗୋ-ସମ୍ପଦକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନଦୀ ବନ୍ଧ ଉପରକୁ ଆଣିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି ।

Leave a comment

Your email address will not be published. Required fields are marked *