Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ପୁଣି ବିଜେଡିକୁ ଶବ୍ଦ ବାଣ ମାରିଲେ ଶ୍ରୀମୟୀ ମିଶ୍ର: ଏବେ ‘ଅନାମ ବାବୁ’

ପୁଣି ବିଜେଡିକୁ ଶବ୍ଦ ବାଣ ମାରିଲେ ଶ୍ରୀମୟୀ ମିଶ୍ର: ଏବେ ‘ଅନାମ ବାବୁ’

ଓଡ଼ିଶା ଲିଡ୍ସ(ବ୍ୟୁରୋ):ନିଲମ୍ବିତ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଶବ୍ଦ ବାଣ ବିଜେଡିକୁ ଅସ୍ତବ୍ୟସ୍ତ କରୁଥିଲା ବେଳେ ଶ୍ରୀମୟୀ କିନ୍ତୁ ନିଜ ଶବ୍ଦ ବାଣ ମାରିବାରେ ଆଦୌ ହେଳା କରୁ ନାହାନ୍ତି । କେତେବେଳେ ଧୃତରାଷ୍ଟ୍ର, ଆଉ କେତେବେଳେ ଭଣ୍ଡ ସନ୍ୟାସୀ ଓ ଆଉ କେତେବେଳେ ଭୈରବ କହି କଟାକ୍ଷ କରୁଥିବା ଶ୍ରୀମୟୀ ନିଜ ଫେସବୁକରେ ଆଜି ପୁଣି ‘ଅନାମ ବାବୁ’ କହି ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ହେଲେ ଶ୍ରୀମୟୀଙ୍କ ଅନାମ ବାବୁ କିଏ ତାଙ୍କ ଝିଅ କିଏ ଓ ଜ୍ୱାଇଁ କିଏ ତାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି । ନିଜ ଫେସବୁକରେ ‘ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ଫେରିଲାନି’ ବୋଲି ଲେଖିଛନ୍ତି । କାହାର ନାଁ ନେଉ ନଥିଲେ ବି କିଛି ଦିନ ଧରି ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ସେ ଟାର୍ଗେଟ କରୁଥିବା ନେଇ ଚର୍ଚ୍ଚା ହେଉଛି । ଏବେ ନୂଆ ଢଙ୍ଗରେ ପୁଣି କରିଛନ୍ତି ଟାର୍ଗେଟ କରିଛନ୍ତି ଶ୍ରୀମୟୀ। ଅନାମ ବାବୁଙ୍କ ନାଁ ନେଇ ବେଶ ଚତୁରତାର ସହିତ ଫେସବୁକରେ ପୋଷ୍ଟ କରିଛନ୍ତି ଶ୍ରୀମୟୀ ।

ଶ୍ରୀମୟୀ ଲେଖିଛନ୍ତି ଅନାମ ବାବୁ ଜଣେ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁ ମନ୍ଦିର ପାଖରେ ତାଙ୍କ ସୁନ୍ଦର ନିବାସ ଥିଲା। ଝିଅ ବିବାହ ପରେ ଜ୍ବାଇଁ ନିଜ ଘରକୁ ଫେରିନଥିଲା। ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ନଯାଇ ଶ୍ବଶୁର ଘରେ ରହିଲା। ଘର ଜ୍ବାଇଁ ହୋଇ ଶ୍ବଶୁରର ସମ୍ପତ୍ତି ଓ କାର୍ଯ୍ୟକୁ ନିୟନ୍ତ୍ରଣକୁ ନେଇଗଲା। ପରେ ପରେ ଅନାମ ବାବୁ ଜ୍ବାଇଁଙ୍କୁ ଦାୟିତ୍ବ ହସ୍ତାନ୍ତର କରି ତୀର୍ଥକୁ ପଳାଇଲେ। ଶ୍ବଶୁର ଘରେ ଜ୍ବାଇଁ ରହି ଅନାମ ବାବୁଙ୍କ ଇଜ୍ଜତ ଓ ସମ୍ମାନ ଧୂଳିସାତ କରିଦେଲେ।

Leave a comment

Your email address will not be published. Required fields are marked *