Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବିଜେଡି କୃଷକ ସମାବେଶରେ ଯୋଗଦେଲେ ନବୀନ: ସରକାର ନିର୍ବାଚନ ପ୍ରତିଶୃତି ପୂରଣ କରନ୍ତୁ

ବିଜେଡି କୃଷକ ସମାବେଶରେ ଯୋଗଦେଲେ ନବୀନ: ସରକାର ନିର୍ବାଚନ ପ୍ରତିଶୃତି ପୂରଣ କରନ୍ତୁ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜେପି ସରକାରକୁ ଦୁଇବର୍ଷ ପୁର୍ତ୍ତି ହେବାକୁ ଯାଉଥିଲା ବେଳେ ବିଜେଡି ପ୍ରଥମ ଥର ପାଇଁ ସମ୍ମୁଖ ଭାଗକୁ ଓହ୍ଲାଇ ସରକାର ବିରୁଦ୍ଧରେ ରଣ ହୁଙ୍କାର ଦେଇଛି । ଆଉ ଏହି ସରକାର ଵିରୋଧି ଲଢେଇର ନେତୃତ୍ୱ ନେଇଛନ୍ତି ଦଳର ସର୍ବମାନ୍ୟ ନେତା ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ରାଜ୍ୟର ଚାଷୀ ମାନଙ୍କ ମଧ୍ୟରେ ଦେଖା ଦେଇଥିବା ତୀବ୍ର ଅସନ୍ତୋଷ କାରଣରୁ ସରକାର ବିରୁଦ୍ଧରେ ଆନ୍ଦୋଳନ ଡାକରା ଦେଇଥିଲା । ଲୋୟର ପିଏମଜି ଠାରେ ଦଳର ସମସ୍ତ ବିଧାୟକ, ବିଧାୟିକା, ନେତା, ନେତ୍ରୀଙ୍କ ସହିତ ହଜାର ହଜାର ଚାଷୀ ଓ ବିଜେଡି କର୍ମୀ ଯୋଗଦାନ କରିଥିଲେ । ଦଳର ନେତା ମାନେ ସରକାରଙ୍କ ଚାଷୀ ମାରଣ ନୀତିକୁ ତୀବ୍ର ଆକ୍ଷେପ କରିଥିଲେ । ଏହା ସହିତ ବିଗିଡି ଯାଇଥିବା ରାଜ୍ୟର ଆଇନ ଶୃଂଖଳାକୁ ନେଇ ମଧ୍ୟ ସରକାରଙ୍କୁ ଘେରିଥିଲେ ।

କାର୍ଯ୍ୟକ୍ରମରେ ଦଳ ସଭାପତି ନବୀନ ପଟ୍ଟନାୟକ ଯୋଗଦେବା ଦଳର ନେତା ଓ କର୍ମୀଙ୍କୁ ବେଶ ଉତ୍ସାହିତ କରିଥିଲା । ଦୀର୍ଘ ଦିନ ପରେ ନବୀନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଜେଡି ସରକାର ସମୟରେ ସରକାର କୃଷକ ମାନଙ୍କ ପାଇଁ କାଳିଆ ଯୋଜନା ସହିତ ଅନ୍ୟ ବିଭିନ୍ନ ଯୋଜନା କରିଥିବା ପ୍ରକାଶ କରିବା ସହିତ ସରକାରଙ୍କୁ ଆଇନ ଶୃଙ୍ଖଳା ନେଇ ମଧ୍ୟ ଆକ୍ଷେପ କରିଥିଲେ । ନବୀନ କହିଥିଲେ ସରକାର ନିର୍ବାଚନ ସମୟରେ ଯେଉଁ ପ୍ରତିଶୃତି ଦେଇଥିଲେ ତାକୁ ପାଳନ କରନ୍ତୁ ।

Leave a comment

Your email address will not be published. Required fields are marked *