Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଜାଡ଼ରେ ଥରୁଛନ୍ତି ନଗଡ଼ାବାସୀ, କୁହୁଡ଼ି କରୁଛି କଲବଲ

ଜାଡ଼ରେ ଥରୁଛନ୍ତି ନଗଡ଼ାବାସୀ, କୁହୁଡ଼ି କରୁଛି କଲବଲ

ଓଡ଼ିଶା ଲିଡ୍ସ(ଯାଜପୁର): ସାରା ରାଜ୍ୟରେ ଶୀତ ଲହରୀ ଜନ ଜୀବନକୁ ବେଶ ପ୍ରଭାବିତ କରୁଛି । ପ୍ରବଳ ଶୀତ ଲହରୀରେ ଯାଜପୁରର ଚର୍ଚ୍ଚିତ ନଗଡ଼ାବାସୀ କଲବଲ ହେଉଛନ୍ତି । ପ୍ରବଳ ଶୀତ ସହିତ କୁହୁଡି ବି ନଗଡାବାସୀଙ୍କୁ ନୟାନ୍ତ କରୁଛି । ନଗଡ଼ାରେ ଦିନର ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରିକୁ ଖସି ଯାଉଛି । ସପ୍ତାହ ଧରି ନଗଡ଼ାରେ ପ୍ରବଳ ଶୀତ ଅନୁଭୂତ ହେଉଥିଲା ବେଳେ ଦିନ ୧୧ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଚାଦରରେ ଘୋଡେଇ ହୋଇ ରହୁଛି ନଗଡ଼ା । ନଗଡ଼ା ତୁଳନାରେ ନଗଡା ସନ୍ନିକଟ ତୁମୁଣି, ତଳଡିହ ଓ ଗୁହିଆଶାଳ ଗ୍ରାମବାସୀ ଶୀତରେ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ଦେଖାଯାଇଛି। ଲୋକେ ଘରେଘରେ କାଠ ମୁଣ୍ଡିଆ ଜାଳି ନିଆଁ ପୁଉଁଥିବା ଦେଖାଯାଉଛି।

୫ ପାହାଡ଼ମାଳା ସାତକୁଲିଆ, କମ୍ଭାରୁଣି, କମୁଣ୍ଡେଇଥଳ, ଏକୁଲ ଓ ଦେଓଗାଁ ମଧ୍ୟବର୍ତ୍ତୀ ନଗଡ଼ା ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳରେ ଏବର୍ଷର ଶୀତ ଯେମିତି ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ତଳ, ମଝି ଓ ଉପର ନଗଡ଼ାରେ ୭୫ ଗୋଟି ଜୁଆଙ୍ଗ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଦିଆଯାଇଥିଲା ବେଳେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହୋଇଛି । ହେଲେ ତୁମୁଣି, ତଳଡିହ ଓ ଗୁହିଆଶାଳ ଗାଁକୁ ଚାରିପଟେ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରିରହିଥିଲା ବେଳେ ସ୍ଥାୟୀ ରାସ୍ତା ନାହିଁ। ଏହି ଅଞ୍ଚଳରେ ୭୫ ରୁ ଅଧିକ ଜୁଆଙ୍ଗ ପରିବାର ଝାଟିମାଟି, ଛଣଛପର ଓ ପଲିଥିନ ଢଙ୍କା କୁଡ଼ିଆ ଘରେ ରହୁଛନ୍ତି। ଏମାନଙ୍କୁ ଶୀତ ଅଧିକ ପ୍ରଭାବିତ କରୁଛି ।

Leave a comment

Your email address will not be published. Required fields are marked *