
ଝରଣାରେ ଅଘଟଣ: ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ, ସ୍ମଶାନ ଘାଟରେ ପହଞ୍ଚିଲେ ଡ୍ୟାନି
ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ଥାନା ଅଞ୍ଚଳର ଏକ ଝରଣାରେ ଗାଧୋଉଥିବା ସମୟରେ ପାଣିରେ ଦୁଇ ସାଙ୍ଗ ନିଖୋଜ ହୋଇଥିଲେ । ଖବର ପାଇ ସୁକିନ୍ଦା ଅଗ୍ନିଶ୍ରମ ବିଭାଗ ଗତ ଶନିବାର ଦିନ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରିଥିଲା । ରବିବାର ଦିନ ଅନ୍ୟଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଗତ ଶନିବାର ପୂର୍ବାହ୍ନରେ ୩ଜଣ ଯୁବକ ସାଙ୍ଗହୋଇ ରାଙ୍କିଆ ପାହାଡ ନିକଟ ଝରଣାକୁ ଗାଧୋଇ ଯାଇଥିଲେ। ଏକ ପାହାଡ ଖୋଲରେ ମାନସ ଓ […]



























