
ଚିନ୍ତା ବଢ଼ାଉଛି ଏୟାର ଟେଲ, ଉପଭୋକ୍ତା ଚିନ୍ତିତ
ଓଡ଼ିଶା ଲିଡ୍ସ(ଯାଜପୁର): ଏୟାର ଟେଲ ଉପଭୋକ୍ତା ମାନେ ଏବେ ଚିନ୍ତାରେ ପଡିଛନ୍ତି । ବେଶ କିଛି ମାସ ହେଲା ଏୟାର ଟେଲ ନେଟୱାର୍କରେ ବିଭ୍ରାଷ୍ଟ ଦେଖା ଦେଇଛି । ଯାଜପୁର ଜିଲ୍ଲାରେ ଲକ୍ଷ ଲକ୍ଷ ଏୟାର ଟେଲ ଉପଭୋକ୍ତା ଥିଲା ବେଳେ ସେମାନେ ଏବେ ଚିନ୍ତାରେ ପଡିଛନ୍ତି । ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ମୋବାଇଲ ଉପରେ ଭରସା କରୁଥିବା […]




























