
ପ୍ରସିଦ୍ଧ ସ୍ପିନର ଦିଲ୍ଲୀପ ଦୋଶୀଙ୍କ ପରଲୋକ, କ୍ରିକେଟ ମହଲରେ ଶୋକର ଛାୟା
ଓଡ଼ିଶା ଲିଡ୍ସ(ବ୍ୟୁରୋ):ମହାନ କ୍ରିକେଟର ଦିଲ୍ଲୀପ ଦୋଶୀଙ୍କର ସୋମବାର ରାତିରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ସେ ଭାରତ ପାଇଁ ୧୯୭୯ ମସିହାରୁ ୧୯୮୩ ମସିହା ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରିଥିଲେ । ଏହି ବାମହାତୀ ସ୍ପିନର ଦେଶ ପାଇଁ ୩୩ ଟେଷ୍ଟ୍ ଓ ୧୫ ଦିନିକିଆ ମ୍ୟାଚ ଖେଳିଥିଲେ। ଘରୋଇ କ୍ରିକେଟ୍ରେ ସେ ଦୀର୍ଘ ବର୍ଷ ପାଇଁ ସୌରାଷ୍ଟ୍ର […]




























