
ଛାତ୍ରଛାତ୍ରୀ ସଂକ୍ରମିତ ହେବା ଆଶଙ୍କା, ବିଦ୍ୟାଳୟ ଶୌଚାଳୟର ସ୍ଵଛତା ପ୍ରତି ଧ୍ୟାନ ଦିଅନ୍ତୁ କର୍ତ୍ତୁପକ୍ଷ
ଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାରେ ଡାଇରିଆ ଆତଙ୍କ ଖେଳାଇଥିଲା ବେଳେ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ପରିବେଶ ସଫା ସୁତୁରା ରଖିବା ଉପରେ ଗୁରୁତ୍ୱ ଦେଉଛି । ସବୁ ପାଣି ଟାଙ୍କି ଓ ନଳକୂପକୁ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଜିଲ୍ଲାପାଳ । ହେଲେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଥିବା ଶୌଚାଳୟ ଗୁଡିକ ଅତ୍ୟନ୍ତ ଅପରିଷ୍କାର ହୋଇଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ଶୌଚ ହେଲେ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି […]




























