
T-20 ବିଶ୍ୱକପ ଫାଇନାଲ: ସାଣ୍ଟନରଙ୍କ ଚେତାବନୀ, ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଦେବୁ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ୨୦୨୩ ଏକ ଦିବସୀୟ ବିଶ୍ୱକପ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ଯାହା କହିଥିଲେ, ତାହା କରି ଦେଖାଇଥିଲେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ । ଭାରତର ପ୍ରଦର୍ଶନରେ ମୋଦୀ ଷ୍ଟାଡିୟମ ଉପସ୍ଥିତ ଦର୍ଶକଙ୍କ ସହିତ ସାରା ଦେଶ ନିରବ ହୋଇ ଯାଇଥିଲା। ଦିନିକିଆ ବିଶ୍ଵକପ୍- ୨୦୨୩ ଫାଇନାଲରେ ଭାରତକୁ ହରାଇ ଚାମ୍ପିଅନ ହୋଇଥିଲା ଅଷ୍ଟ୍ରେଲିଆ। ଆସନ୍ତାକାଲି ସେଇ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ T-20 ବିଶ୍ଵକପ୍ ୨୦୨୬ର […]




























